Suna Besha: ଅତ୍ୟନ୍ତ ଦୁର୍ଲଭ ସୁନାବେଶ

Jul 25, 2026 - 17:03
Suna Besha: ଅତ୍ୟନ୍ତ ଦୁର୍ଲଭ ସୁନାବେଶ
ରଥଯାତ୍ରା

Suna Besha: ଅତ୍ୟନ୍ତ ଦୁର୍ଲଭ ସୁନାବେଶ

ଶୃଙ୍ଗାର ପ୍ରିୟ ଠାକୁରଙ୍କର ୨୪ ବେଶ ମଧ୍ୟରୁ ଶ୍ରୀମନ୍ଦିରରେ ୨୨ଟି ବେଶ ହୋଇଥାଏ। ମହାପ୍ରଭୁଙ୍କ ବେଶ ମଧ୍ୟରେ ସୁନାବେଶ ଅତ୍ୟନ୍ତ ଦୁର୍ଲଭ। ବର୍ଷକୁ ୬ଥର ସୁନାବେଶରେ ଦର୍ଶନ ଦେଇଥାନ୍ତି। ଥରେ ରଥରେ ଏବଂ ଶ୍ରୀମନ୍ଦିର ରତ୍ନବେଦୀରେ ୫ଥର ମହାପ୍ରଭୁ ସୁନାବେଶରେ ଦର୍ଶନ ଦିଅନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।