Sudden Sea Surge Triggers Panic in Shiali, Ramtara, and Kalabedi
ଜଗତସିଂହପୁର ଜିଲ୍ଲା ଶିଆଳି ଓ ରାମତରା ନିକଟରେ ପୁଣି କୂଳ ଲଙ୍ଘିଲା ସମୁଦ୍ର । ପ୍ରାୟ ୭୦୦ ମିଟର ପର୍ଯ୍ୟନ୍ତ ଜନବସତି ଆଡ଼କୁ ସମୁଦ୍ର ମାଡି ଆସିବା ସହିତ ରାମତରା, ଶିଆଳି ଓ କଳାବେଦି ଗାଁ ସମେତ ନିକଟସ୍ଥ ଚାଷ ଜମିରେ ଲୁଣି ପାଣି ମାଡ଼ି ଯାଇଛି

Disclaimer: This content has been automatically aggregated from televison for informational purposes. To read the original article, please visit televison.
Home