Special Story: Non-Students Illegally Occupying Utkal University Hostels, Students Deprived

#ଅଣଛାତ୍ରଙ୍କ_ରୁମ୍‌ରେ_ମାଳ_ମାଳ_ବୋତଲ ଏଇଠି ରନ୍ଧା ହେଉଥିଲା ଚାଖଣା, ଆଉ ଏଠି ଥୁଆ ହୋଇଛି ମଦ ବୋତଲ। ଅଣଛାତ୍ରଙ୍କ କବ୍‌ଜାରେ ପୂରା ବାଣୀ ବିହାର କ୍ୟାମ୍ପସ। ଡେଲିଭରୀ ବୟଠାରୁ ଆରମ୍ଭ କରି କ୍ୟାବ୍‌ ଡ୍ରାଇଭର। ମାଡି ବସିଛନ୍ତି ହଷ୍ଟେଲ ରୁମ୍‌।

08 September 2025 03:45 PM IST

#ଅଣଛାତ୍ରଙ୍କ_ରୁମ୍‌ରେ_ମାଳ_ମାଳ_ବୋତଲ ଏଇଠି ରନ୍ଧା ହେଉଥିଲା ଚାଖଣା, ଆଉ ଏଠି ଥୁଆ ହୋଇଛି ମଦ ବୋତଲ। ଅଣଛାତ୍ରଙ୍କ କବ୍‌ଜାରେ ପୂରା ବାଣୀ ବିହାର କ୍ୟାମ୍ପସ। ଡେଲିଭରୀ ବୟଠାରୁ ଆରମ୍ଭ କରି କ୍ୟାବ୍‌ ଡ୍ରାଇଭର। ମାଡି ବସିଛନ୍ତି ହଷ୍ଟେଲ ରୁମ୍‌।

Disclaimer: This content has been automatically aggregated from televison for informational purposes. To read the original article, please visit televison.