Special Story: Jagannath's Devotees; The Power of Bhakti: Walking with Faith, Not Feet
କୁହାଯାଏ ଥରେ ଲାଗିଗଲେ କାଳିଆର ଡୋରୀ, କେହି ଅଟକାଇପାରେନା। ବସିଲା ଜାଗାରୁ ଉଠି ଭକ୍ତ ଛୁଟି ଚାଲେ ଦର୍ଶନ ପାଇଁ। ଫରକ ପଡେନି ମାଇଲ୍ ମାଇଲ୍ ବାଟ କି ଖାତିର ନଥାଏ କଣ୍ଟା-ପଥର, ଖାଲ-ଖମା। ସିଏ ବ୍ରହ୍ମାଣ୍ଡ କର୍ତ୍ତା, ସେ ଜଗତରେ ନାଥ ଜଗନ୍ନାଥ।

Disclaimer: This content has been automatically aggregated from televison for informational purposes. To read the original article, please visit televison.
Home