Special OTET : ୨୭ରେ ସ୍ପେଶାଲ୍ OTET

Special OTET : ୨୭ରେ ସ୍ପେଶାଲ୍ OTET

07 September 2025 03:05 PM IST
Special OTET : ୨୭ରେ ସ୍ପେଶାଲ୍ OTET

Special OTET : ୨୭ରେ ସ୍ପେଶାଲ୍ OTET

ଆସନ୍ତା ୨୭ ତାରିଖରେ ହେବ ସ୍ପେଶାଲ୍ OTET। ଦୁଇଟି ସିଟିଂରେ ହେବ ପରୀକ୍ଷା। ସକାଳ ୯ଟାରୁ ୧୧.୩୦ ଯାଏଁ ପ୍ରଥମ ସିଟିଂ ଓ ଦିନ ୨ଟାରୁ ଅପରାହ୍ମ ୪.୩୦ ଯାଏଁ ଦ୍ବିତୀୟ ସିଟିଂରେ ପରୀକ୍ଷା ହେବ। ଆସନ୍ତା ୧୭ରୁ ୱେବସାଇଟରେ ଉପଲବ୍ଧ ହେବ ଆଡମିଟ କାର୍ଡ। ପରୀକ୍ଷା କେନ୍ଦ୍ର ବଦଳି ନଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ପରେ ବାତିଲ ହୋଇଥିଲା ସ୍ପେଶାଲ୍ OTET। ଗତ ଜୁଲାଇ ୨୦ ତାରିଖରେ ସ୍ପେଶାଲ OTET ହେବାର ଥିଲା। ପରୀକ୍ଷା ପୂର୍ବ ଦିନ ରାତିରେ ପରୀକ୍ଷାକୁ ହଠାତ୍ ସ୍ଥଗିତ ରଖିଥିଲେ ବୋର୍ଡ କର୍ତ୍ତୃପକ୍ଷ। ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡର ତତ୍କାଳୀନ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି। ...

Disclaimer: This content has been automatically aggregated from television for informational purposes. To read the original article, please visit television.