Sensex: ସେନ୍‌ସେକ୍ସ ୪୪୨ ପଏଣ୍ଟ ଖସିଲା

Jul 20, 2026 - 20:52
Sensex: ସେନ୍‌ସେକ୍ସ ୪୪୨ ପଏଣ୍ଟ ଖସିଲା

"ମୁମ୍ବାଇ: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ସୋମବାର ୪୪୨ ପଏଣ୍ଟ ହ୍ରାସ ପାଇ ୭୭,୭୦୮ ପଏଣ୍ଟରେ ବନ୍ଦ ହୋଇଥିଲା।

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୯୫.୮୦ ପଏଣ୍ଟ ହ୍ରାସ ପାଇ ୨୩,୨୩୮.୫୦ ପଏଣ୍ଟରେ ବନ୍ଦ ହୋଇଥିଲା।

ଅଶୋଧିତ ତୈଳ ଦରରେ ବୃଦ୍ଧି, କିଛି କମ୍ପାନିର ଦୁର୍ବଳ ଆର୍ଥିକ ପ୍ରଦର୍ଶନ ପାଇଁ ସେୟାର କାରବାର ମାନ୍ଦା ରହିଥିଲା।Advertisment ଆହୁରି ପଢନ୍ତୁ: Monsoon: ଫଳପ୍ରଦ ମୌସୁମୀ ଅଧିବେଶନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ  ଷ୍ଟକ୍‌ ବଜାରରେ ଆକ୍ସିିସ୍ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, କୋଟକ ମହିନ୍ଦ୍ରା ବ୍ୟାଙ୍କ, ମାରୁତି ସୁୁଜୁକି, ଇନ୍‌ଫୋସିସ୍‌, ଟିସିଏସ୍‌, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଇଣ୍ଡିଗୋ ଓ ଆଦାନୀ ପୋର୍ଟସ୍‌ର ସେୟାର ମୂଲ୍ୟ ହ୍ରାସ ପାଇଥିଲା।

ସେହି ସମୟରେ ଟ୍ରେଣ୍ଟ, ପାୱାର ଗ୍ରିଡ୍‌, ଏନ୍‌ଟିପିସି, ଏସ୍‌ବିଆଇ, ଅଲ୍‌ଟ୍ରାଟେକ୍‌ ସିମେଣ୍ଟ୍‌, ଭାରତୀ ଏୟାରଟେଲ୍‌, ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌, ସନ୍‌ ଫାର୍ମା ଓ ଆଇଟିସିର ସେୟାର ମୂଲ୍ୟ ହ୍ରାସ ପାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।