Self-Governance Day: ରାଜ୍ୟରେ ଘୋଷଣା ହେଲା ୧୬ଟି ନୂଆ NAC
Self-Governance Day: ରାଜ୍ୟରେ ଘୋଷଣା ହେଲା ୧୬ଟି ନୂଆ NAC
Self-Governance Day: ରାଜ୍ୟରେ ଘୋଷଣା ହେଲା ୧୬ଟି ନୂଆ NAC
୧୬ଟି NAC, ୭ ମ୍ୟୁନିସିପାଲିଟି ଘୋଷଣା କଲେ ରାଜ୍ୟ ସରକାର। ୭ ସହର ଘୋଷଣା ହେଲା ନୂଆ ମ୍ୟୁନିସିପାଲିଟି। କରଞ୍ଜିଆ, ବୌଦ୍ଧ, ଭଞ୍ଜନଗର, ଆସ୍କା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରା ମ୍ୟୁନିସିପାଲିଟି ଘୋଷିତ ହୋଇଛି। ଏଥିସହ ରାଜ୍ୟରେ ଘୋଷଣା ହେଲା ୧୬ଟି ନୂଆ NAC । ବ
ଲାଙ୍ଗିରର ଲୋଇସିଂହା ଓ ବରଗଡ ସୋହେଲା, କଟକର ନରସିଂହପୁର, ସାଲେପୁର ଓ ବଡ଼ମ୍ବା, ଗଞ୍ଜାମର ଜଗନ୍ନାଥପ୍ରସାଦ ଓ ପାତ୍ରପୁର, ଢେଙ୍କାନାଳର ଗଁଦିଆ ଓ ଯାଜପୁରର ଚଣ୍ଡିଖୋଲ, କଳାହାଣ୍ଡିର ନର୍ଲା ଓ ଜୟପାଟଣା, ଖୋର୍ଦ୍ଧାର ଟାଙ୍ଗୀ ଓ କୋରାପୁଟର ବୋରିଗୁମ୍ମା, ମୟୁରଭଞ୍ଜର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର ଏନଏସି ଘୋଷିତ ହୋଇଛି...
ସଂପୂର୍ଣ୍ଣ ତାଲିକା-
ଏନଏଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
* ବଲାଙ୍ଗୀର ଜିଲ୍ଲାର ଲୋଇସିଂହା
* ବରଗଡ଼ର ସୋହେଲା
* କଟକର ବଡମ୍ବା, ନର୍ସିଂପୁର, ସାଲେପୁର
* ଢେଙ୍କାନାଳର ଗନ୍ଦିଆ
* ଗଞ୍ଜାମର ଜଗନ୍ନାଥପ୍ରସାଦ, ପାତ୍ରପୁର
* କଳାହାଣ୍ଡିର ଜୟପାଟଣା ଓ ନର୍ଲା
* ଖୋର୍ଦ୍ଧାର ଟାଙ୍ଗୀ
* କୋରାପୁଟର ବୋରିଗୁମ୍ମା
* ଯାଜପୁରର ଚଣ୍ଡିଖୋଲ
୭ଟି ମୁନିସିପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
* ଛତ୍ରପୁର
* କରଞ୍ଜିଆ
* ବୌଦ୍ଧ
* ଭଞ୍ଜନଗର
* ପୋଲସରା
* କବିସୂର୍ଯ୍ୟନଗର
* ଆସ୍କା
Disclaimer: This content has been automatically aggregated from television for informational purposes. To read the original article, please visit television.
Home
