Sand Mafia Attack Police with Bhujali, Abduct Constable and Seized Tractor

ବାଲି ମାଫିଆଙ୍କ ଆତଙ୍କରାଜ୍ ବାଲି ମାଫିଆଙ୍କ ଆତଙ୍କରାଜ୍ । ପୋଲିସ ବେକରେ ଭୁଜାଲି ଲଗାଇ ନେଇଗଲେ ଟ୍ରାକ୍ଟର । ଜବତ ଚୋରା ବାଲି ଟ୍ରାକ୍ଟର ଧରି ଫାଣ୍ଡିକୁ ଆସୁଥିବା ବେଳେ APR ପୋଲିସ କନେଷ୍ଟବଳଙ୍କ ବେକରେ ଭୁଜାଲି ଲଗାଇ ଆତଙ୍କ ଖେଳାଇଛନ୍ତି ।

11 September 2025 03:00 PM IST

ବାଲି ମାଫିଆଙ୍କ ଆତଙ୍କରାଜ୍ ବାଲି ମାଫିଆଙ୍କ ଆତଙ୍କରାଜ୍ । ପୋଲିସ ବେକରେ ଭୁଜାଲି ଲଗାଇ ନେଇଗଲେ ଟ୍ରାକ୍ଟର । ଜବତ ଚୋରା ବାଲି ଟ୍ରାକ୍ଟର ଧରି ଫାଣ୍ଡିକୁ ଆସୁଥିବା ବେଳେ APR ପୋଲିସ କନେଷ୍ଟବଳଙ୍କ ବେକରେ ଭୁଜାଲି ଲଗାଇ ଆତଙ୍କ ଖେଳାଇଛନ୍ତି ।

Disclaimer: This content has been automatically aggregated from televison for informational purposes. To read the original article, please visit televison.