Salandi Flood: ସାଳନ୍ଦୀ ବନ୍ୟା ଜଳରେ ରାନୁଆଲିବିନ୍ଧା ଗାଁ
"ଭଦ୍ରକ: ସାଳନ୍ଦୀ ବନ୍ୟା ଜଳରେ ବୁଡ଼ିଛି ରାନୁଆଲିବିନ୍ଧା ଗାଁ।
ବିପନ୍ନ ଗାଁ ଲୋକଙ୍କ ଘରେ ପଶିଛି ବନ୍ୟା ଜଳ।
ସବୁ ଆଡେ ଜଳମୟ ।
ଆଜି ସକାଳେ ସମ୍ବାଦ ଟିମ ପହଞ୍ଚିଥିଲା ରାନୁଆଲିବିନ୍ଧା ଗାଁରେ ।
ଘରେ ବାହାରେ ସବୁଠି ଜଳମଗ୍ନ ହୋଇରହିଛି।Advertisment ରନ୍ଧା ଖାଦ୍ୟ ସମୁଦ୍ରକୁ ଶଙ୍ଖେ ସାଳନ୍ଦୀର ଜଳସ୍ତର ଏବେ କମିଯାଇଛି।
କିନ୍ତୁ ଲୋକଙ୍କୁ ଦେଇ ଯାଇଛି ଅସହ୍ୟ ଦୁଃଖ ଆଉ ଯନ୍ତ୍ରଣା।
ଚାଷ ଗଲା, ବସଗୃହ ବି ଗଲା।
ଏବେ ବେସାହାରା ହୋଇ ଗାଁରେ ପଡ଼ି ରହିଛନ୍ତି ଗ୍ରାମବାସୀ।
ରନ୍ଧା ଖାଦ୍ୟ ସମୁଦ୍ରକୁ ଶଙ୍ଖେ।
ଶୁଖିଲା ଖାଦ୍ୟ ସଠିକ୍ ଭାବରେ ମିଳୁନି।
ଏଭଳି ଅସୁବିଧାରେ ଅଛନ୍ତି ରାନୁଆଲିବିନ୍ଧା ଗାଁର ବାସିନ୍ଦା।
ପ୍ରଶାସନ ଠିକ୍ ଭାବରେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ।
Suspension Order: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ଆଇଏଫ୍ଏସ୍ ଅଧିକାରୀ ସଂଗ୍ରାମ କେଶରୀ ବେହେରା ନିଲମ୍ବିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।