Restoration Project Fraud Probe: ପୁନରୁଦ୍ଧାର କାର୍ଯ୍ୟରେ ଠକେଇ ମାମଲା, ୨ ଯନ୍ତ୍ରୀ ଓ ଜଣେ ଠିକାଦାର ଗିରଫ

Aug 06, 2026 - 17:24
Restoration Project Fraud Probe: ପୁନରୁଦ୍ଧାର କାର୍ଯ୍ୟରେ ଠକେଇ ମାମଲା, ୨ ଯନ୍ତ୍ରୀ ଓ ଜଣେ ଠିକାଦାର ଗିରଫ

ପାରଳାଖେମୁଣ୍ଡି ପଟ୍ଟନାୟକ ଟ୍ୟାଙ୍କ ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ ୫୫ ଲକ୍ଷ ୬୯ ହଜାର ଟଙ୍କାର ହେରଫେର ହୋଇଥିବା ଅଭିଯୋଗରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ମାମଲାରେ ପୂର୍ବତନ ଜୁନିୟର ଇଞ୍ଜିନିୟର ଡି. ଯୁଧିଷ୍ଠିର, ସହକାରୀ ଯନ୍ତ୍ରୀ ସଞ୍ଜୀବ ଚମ୍ପତି ଏବଂ ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି ।

କାର୍ଯ୍ୟରେ ଅନିୟମିତତା ଓ ସରକାରୀ ଅର୍ଥର ଅପବ୍ୟବହାର ତଦନ୍ତରେ ସାମ୍ନାକୁ ଆସିଥିବା ଭିଜିଲାନ୍ସ କହିଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଏହି ମାମଲାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେ ଦିଗରେ ମଧ୍ୟ ଭିଜିଲାନ୍ସ ଖୋଳତାଡ଼ କରୁଛି।

୫୫ ଲକ୍ଷ ଠକେଇ; ୨ ଯନ୍ତ୍ରୀ, ଠିକାଦାର ଗିରଫ
ପାରଳାଖେମୁଣ୍ଡି ପଟ୍ଟନାୟକ ଟ୍ୟାଙ୍କ ପୁନରୁଦ୍ଧାର ହେରଫେର୍ ; ୩ ଗିରଫ
୫୫.୬୯ ଲକ୍ଷ ଠକେଇ ମାମଲାରେ ୨ ଯନ୍ତ୍ରୀ ଓ ଜଣେ ଠିକାଦାର ଗିରଫ
ପୂର୍ବତନ JE ଡି. ଯୁଧିଷ୍ଠିର, ME ସଞ୍ଜୀବ ଚମ୍ପତି ଗିରଫ
ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀ ଭିଜିଲାନ୍ସ ଦ୍ବାରା ଗିରଫ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।