06 JULY 2026

Welcome!

Unlock your personalized experience.
Sign Up

Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା

Jul 06, 2026 - 00:16
Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ରେମାଳ ଡ୍ୟାମରେ ପ୍ରବଳ ପାଣି ଆସିଛି l  ଆଜି ଅପରାହ୍ନ ୩ଟା ରେ ୩ଟି ଗେଟ ଖୋଲା ଯାଇଥିବା ବେଳେ ୫ଟାରେ ୪ଟି ଗେଟ ଖୋଲା ଯାଇଛି l ଡ୍ୟାମ ପାଣି ଛାଡି ଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ବିଭାଗ ପକ୍ଷରୁ ଲୋକ ମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି l

Hirakud dam: ୬୦୦.୬୫ ଫୁଟରେ ହୀରାକୁଦ: ଶୁଖୁଛି ମହାନଦୀ, କମିଲା ବିଜୁଳି ଉତ୍ପାଦନ

ରେମାଳ ଡ୍ୟାମର ବିପଦ ସଂକେତ ୧୨୦ ମିଟର ହୋଇଥିବା ବେଳେ ରାତି ୮ଟାରେ ୧୧୯. ୬୭ ମିଟର ଓ ରାତି ୯ଟାରେ ୧୧୯. ୪୦ ମିଟର ରହିଛି l ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା ରୁ ରାତିରେ ଜଳପତ୍ତନ ବୃଦ୍ଧି ପାଇବା ସମ୍ଭାବନା ରହିଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି l

'Baimundi' dam: ଐତିହାସିକ ‘ବାଇମୁଣ୍ଡି’ ବନ୍ଧରେ ଫାଟ: ମାଡ଼ିଗଲାଣି ଗଛ, ଚେର