05 AUGUST 2026

Welcome!

Unlock your personalized experience.
Sign Up

RBI Monetary Policy: ମହଙ୍ଗାମାଡ ସହ ଜାରି ରହିବ ଯୁଦ୍ଧ...କମିବନି ଲୋନ୍ ଇଏମ୍‌ଆଇ, ରେପୋରେଟ୍ ସ୍ଥିର ରହିବା RBI

Aug 05, 2026 - 11:56
RBI Monetary Policy: ମହଙ୍ଗାମାଡ ସହ ଜାରି ରହିବ ଯୁଦ୍ଧ...କମିବନି ଲୋନ୍ ଇଏମ୍‌ଆଇ, ରେପୋରେଟ୍ ସ୍ଥିର ରହିବା RBI

ନୂଆଦିଲ୍ଲୀ,୦୫/୦୮; ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ । ଯଦି ଆପଣ ଗୃହ ଋଣ, କାର ଋଣ କିମ୍ବା ଅନ୍ୟ କୌଣସି ଋଣର EMI ଦେଉଛନ୍ତି, ତେବେ ଆପଣଙ୍କୁ ପରବର୍ତ୍ତୀ ମୁଦ୍ରା ନୀତି ପାଇଁ ଅପେକ୍ଷା କରିବାକୁ ପଡିବ । ମୁଦ୍ରାସ୍ପୀତି ବଢିବା ନେଇ ଆକଳନ କରାଯାଉଛି । ଅର୍ଥାତ ମହଙ୍ଗାମାଡ ସହିତ ଯୁଦ୍ଧ ଜାରି ରହିବ । କମିବନାହିଁ ଲୋନ୍ ଇଏମଆଇ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।