Rath Yatra Crowd Alert: ପୁରୀରେ ପ୍ରବଳ ଭିଡ଼ ଛୋଟ ପିଲାଙ୍କୁ ଆଣନି

Jul 17, 2026 - 17:50
Rath Yatra Crowd Alert: ପୁରୀରେ ପ୍ରବଳ ଭିଡ଼ ଛୋଟ ପିଲାଙ୍କୁ ଆଣନି

Rath Yatra Crowd Alert: ପୁରୀରେ ପ୍ରବଳ ଭିଡ଼ ଛୋଟ ପିଲାଙ୍କୁ ଆଣନି

ରଥଯାତ୍ରା ସମୟରେ ପୁରୀରେ ପ୍ରବଳ ଭିଡ଼ ରହୁଛି। ରଥଯାତ୍ରା ଏବଂ ବାହୁଡ଼ା, ଏହାପରେ ସୁନାବେଶ ଏସବୁରେ ବହୁତ ଭିଡ ହେବ। ଏଣୁ ଛୋଟ ପିଲାଙ୍କୁ ପୁରୀ ନେଇ ନଆସିବା ପାଇଁ କହିଛନ୍ତି ପୋଲିସ ଡିଜି।

author-image
Manoj Kumar Rout
17 Jul 2026 17:30 IST