Puri Marks Sacred Sunia Festival as Odia Year 1433 and 69th Anka Begin

ଆଜି ପବିତ୍ର ସୁନିଆ ଉତ୍ସବ । ଆଜିଠାରୁ ଆରମ୍ଭ ହେଲା ୧୪୩୩ ସାଲ ଓ ୬୯ ଅଙ୍କର ପ୍ରବେଶ । ପୁରୀ ଶ୍ରୀନଅରରେ ପବିତ୍ର ସୁନିଆ ଉତ୍ସବ । ଗଜପତି ମହାରାଜାଙ୍କର ୬୯ ଅଙ୍କ ଆରମ୍ଭ ହେବ। ଜାତକ ଓ ପାଞ୍ଜି, ଅଙ୍କ ଗଣନାର ରହିଛି ବିଶେଷ ମହତ୍ୱ। #OdishaN

04 September 2025 11:10 PM IST

ଆଜି ପବିତ୍ର ସୁନିଆ ଉତ୍ସବ । ଆଜିଠାରୁ ଆରମ୍ଭ ହେଲା ୧୪୩୩ ସାଲ ଓ ୬୯ ଅଙ୍କର ପ୍ରବେଶ । ପୁରୀ ଶ୍ରୀନଅରରେ ପବିତ୍ର ସୁନିଆ ଉତ୍ସବ । ଗଜପତି ମହାରାଜାଙ୍କର ୬୯ ଅଙ୍କ ଆରମ୍ଭ ହେବ। ଜାତକ ଓ ପାଞ୍ଜି, ଅଙ୍କ ଗଣନାର ରହିଛି ବିଶେଷ ମହତ୍ୱ। #OdishaN

Disclaimer: This content has been automatically aggregated from televison for informational purposes. To read the original article, please visit televison.