Puri Gajapati: ଏଥର ସୁଧୁରିବ ତ ଇସ୍କନ ? ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜାଙ୍କ କଡ଼ା ବାର୍ତ୍ତା

ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି ଇସ୍କନ ମନମାନୀ। ଦଶନ୍ଧି ଧରି ସ୍ନାନ ଓ ରଥଯାତ୍ରାକୁ ନେଇ ଶାସ୍ତ୍ରସମ୍ମତ ତିଥି ଓ ଅନନ୍ତ କାଳରୁ ଚାଲି ଆସିଥିବା ପରମ୍ପରାକୁ ବାରମ୍ବାର ଭାଙ୍ଗୁଛି। ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ପୂର୍ଣ୍ଣିମା ଓ ଆଷାଢ଼

07 September 2025 08:20 PM IST
Puri Gajapati: ଏଥର ସୁଧୁରିବ ତ ଇସ୍କନ ? ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜାଙ୍କ କଡ଼ା ବାର୍ତ୍ତା

ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି ଇସ୍କନ ମନମାନୀ। ଦଶନ୍ଧି ଧରି ସ୍ନାନ ଓ ରଥଯାତ୍ରାକୁ ନେଇ ଶାସ୍ତ୍ରସମ୍ମତ ତିଥି ଓ ଅନନ୍ତ କାଳରୁ ଚାଲି ଆସିଥିବା ପରମ୍ପରାକୁ ବାରମ୍ବାର ଭାଙ୍ଗୁଛି। ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ପୂର୍ଣ୍ଣିମା ଓ ଆଷାଢ଼ ଶୁକ୍ଳ ଦ୍ବିତୀୟ ତିଥିରେ ରଥଯାତ୍ରା ନେଇ ମହାପ୍ରଭୁଙ୍କ ମୁଖନିଃସୃତ ନିର୍ଦ୍ଦେଶ ରହିଛି। ଯାହା କଦାପି ଗ୍ରହଣୀୟ ନୁହେଁ।

ବାରମ୍ବାର ଆପତ୍ତି, ଆଲୋଚନା ଆଉ ତାଗିଦ। ତଥାପି ଭୁଲ୍ ପରେ ଭୁଲ୍। ନଛୋଡବନ୍ଦା ଇସ୍କନ। ମାନୁନି ପରମ୍ପରା, କରୁଛି ଶାସ୍ତ୍ର ବିରୋଧୀ କାମ। ଅଦିନରେ କରୁଛି ମହାପ୍ରଭୁଙ୍କ ସ୍ନାନ ଆଉ ରଥଯାତ୍ରା । ଭାରତ ଭିତରେ ପରମ୍ପରା ମାନୁଥିଲେ ବି ବିଦେଶରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ସାଂଘାତିକ ଖେଳ ଖେଳୁଛନ୍ତି। ଶେଷରେ ଚରମବାଣୀ ଶୁଣାଇଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା। ... 





Disclaimer: This content has been automatically aggregated from television for informational purposes. To read the original article, please visit television.