Prisoners Forced to Do Household Chores: ଜେଲ୍ ୱାର୍ଡରଙ୍କ ଆଉ ଏକ କଳା କାରନାମା, ଅପରାଧୀଙ୍କୁ ଲଗାନ୍ତି ଘରର କାମରେ

Jul 03, 2026 - 11:32
Prisoners Forced to Do Household Chores: ଜେଲ୍ ୱାର୍ଡରଙ୍କ ଆଉ ଏକ କଳା କାରନାମା, ଅପରାଧୀଙ୍କୁ ଲଗାନ୍ତି ଘରର କାମରେ

ରେଢ଼ାଖୋଲ ଜେଲ୍  ଚିଫ୍ ୱାର୍ଡର ଦିଲୀପ କୁମାର ଦାସଙ୍କ ଖୋଲିଛି ଆଉ ଏକ କଳା କାରନାମା। ଗତକାଲି ଜେଲ ୱାର୍ଡରଙ୍କ ଅପରାଧୀଙ୍କ ସହ  ପାର୍ଟି କରି ମଉଜ ମସ୍ତି ହେବାର ଭାଇରାଲ ଭିଡିଓ ଦେଖିଥିଲେ। ଜେଲ ଭିତରେ ଦିଲୀପ ଦାସଙ୍କ ଦାଦାଗିରିର ଭିଡିଓ ବି ଆସିଛି ।

ଓଟିଭି ହାତରେ ଲାଗିଥିବା ଏକ୍ସକ୍ଲୁସିଭ ଭିଡିଓରେ ଦେଖିବାକୁ ମିଳିଛି କେମିତି ଦିଲୀପ ଦାସଙ୍କ ଛାତ୍ରଛାୟାରେ ଜେଲ ବାହାରେ ଖୁଲମଖୁଲା ବୁଲୁଛନ୍ତି ହାର୍ଡକୋର କ୍ରିମିନାଲ | କେବଳ ବୁଲୁନାହାନ୍ତି ୱାର୍ଡରଙ୍କ ନିର୍ଦ୍ଦେଶରେ ଜେଲରଙ୍କ ଘରର ସବୁ କାମ କରୁଛନ୍ତି | ଏପରିକି ଜେଲରଙ୍କ ଘରୁ ଜିନିଷ ପତ୍ର ନେବା ଆଣିବା ମଧ୍ୟ କରୁଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ |...

ରେଢ଼ାଖୋଲ ଜେଲ୍ ୱାର୍ଡରଙ୍କ ଆଉ ଏକ କଳା କାରନାମା
ଖୋଲୁଛି ୱାର୍ଡର ଦିଲୀପ ଦାସଙ୍କ ଗୁମର 
ଦିଲୀପଙ୍କ ଛାତ୍ରଛାୟାରେ ବାହାରେ ଖୋଲା ବୁଲୁଛନ୍ତି ଅପରାଧୀ 
ଜେଲ ବାହାରେ ଖୁଲମଖୁଲା ବୁଲୁଛନ୍ତି ହାର୍ଡକୋର କ୍ରିମିନାଲ 
ୱାର୍ଡରଙ୍କ ନିର୍ଦ୍ଦେଶରେ ଜେଲରଙ୍କ ଘର କାମ କରନ୍ତି କଏଦୀ
ଅପରାଧୀଙ୍କୁ ଘର କାମରେ ଲଗାନ୍ତି ୱାର୍ଡର
ଓଟିଭି ହାତରେ ଲାଗିଛି ଏକ୍ସକ୍ଲୁସିଭ ଭିଡିଓ