ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ମାମଲା: ପାକ୍‌କୁ ବିଶ୍ବବ୍ୟାଙ୍କ ଧକ୍କା

Categories : ଦେଶ- ବିଦେଶ ସିନ୍ଧୁ ଜଳଚୁକ୍ତି ସ୍ଥଗିତ ପ୍ରସଙ୍ଗରେ ପାକିସ୍ତାନକୁ  ବିଶ୍ବବ୍ୟାଙ୍କରୁ ବଡ଼ ଧକ୍କା ମିଳିଛି। ଏହି ମାମଲାରେ ବିଶ୍ବବ୍ୟାଙ୍କ କେବଳ ଜଣେ ସୁଗମକର୍ତ୍ତା ଛଡ଼ା ଅଧିକ କିଛି କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି।

May 11, 2025 - 12:13