ମେ’ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ୩୨ଟି ବିମାନବନ୍ଦର

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ମଧ୍ୟରେ ଏବେ ଦେଶରେ ୩୨ଟି ବିମାନବନ୍ଦର ବନ୍ଦ ରହିଛି।  ଆସନ୍ତା ମେ’ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। (ଦେଶବିଦେଶ)

May 11, 2025 - 12:13