ମେ ୧୨ ତାରିଖ ଦିନ ୧୨ଟାରେ ପୁଣି ଭାରତ-ପାକ୍ ଆଲୋଚନା

latest, ଦେଶ- ବିଦେଶ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଲାଗୁ ହୋଇଛି । ଦୁଇ ଦେଶର ଡିଜଏମଓଙ୍କ ମଧ୍ୟରେ ଆଲୋଚନା ପରେ ଦୁଇ ପକ୍ଷ ଶାନ୍ତ ହୋଇଛନ୍ତି । ଆସନ୍ତା ୧୨ ତାରିଖରେ ପୁଣି ଆଲୋଚନା ହେବ ।

May 11, 2025 - 12:13