ମିଳୁଛି ପାକିସ୍ତାନ ଛାଡ଼ିଥିବା କ୍ଷେପଣାସ୍ତ୍ରର ଖଣ୍ଡବିଖଣ୍ଡିତ ଅଂଶ

ଦେଶ- ବିଦେଶ | ରାଜ୍ୟ ଅମୃତସରର ଅଟ୍ଟାରୀ ସୀମାରୁ ନେଇ ପଠାଣକୋଟର ବିଭିନ୍ନ ସୀମାରେଖା ଓ ପୁଞ୍ଚ୍‌, ରଜୌରୀ ଆଦି ସୀମାରେଖାରେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବା ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଛି। (ଦେଶବିଦେଶ)

May 11, 2025 - 12:13