ଜହ୍ନିଫୁଲିଆ ଜଙ୍ଗଲରେ ୯ ଟିକିଆ ହାତୀପଲ
ଜଳେଶ୍ୱର: ଗତକାଲି ରାତି ଅଢେଇଟା ସମୟରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରୁ ଏକ ୯ ଟିକିଆ ଶିମିଳିପାଳ ହାତୀପଲ ଜଳେଶ୍ଵର ରେଞ୍ଜ ବରଡିହା ସେକ୍ସନ ଅଧିନସ୍ଥ ଜହ୍ନିଫୁଲିଆ ଜଙ୍ଗଲକୁ ପ୍ରବେଶ କରିଛି। ଏହି ୯ ଟିକିଆ ହାତୀପଲରେ ୬ ଟି ମାଈ ହାତୀ ଓ ୩ ଟି ଛୁଆ ହାତୀ ରହିଛି। ହାତୀ ଯୋଗୁଁ ଟବରଡିହା,କଳମା,ଖୁଆଡ,ରାଇବଣିଆ,କାଳିକ ଓ ଶ୍ୟାମନଗର ଆଦି ପଞ୍ଚାୟତର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।ହାତୀର ଗତିବିଧି ଉପରେ ଲକ୍ଷ୍ୟ ରଖିବା ପାଇଁ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ଦୁଇଟି ଟିମ ନିୟୋଜିତ କରାଯାଇଛି। ଫରେଷ୍ଟର ପ୍ରହ୍ଲାଦ ନାୟକ ଓ ଫରେଷ୍ଟ ଗାର୍ଡ ଦିଲ୍ଲୀପ କୁମାର ସିଂ ଏହି ଟିମ୍ ଦ୍ବୟର ନେତୃତ୍ବ ନେଉଛନ୍ତି। ହାତୀ ଯୋଗୁଁ ଜହ୍ନିଫୁଲିଆ ଜଙ୍ଗଲ ସନ୍ନିକଟ ବରଡିହା,କଳମା,ଖୁଆଡ,ରାଇବଣିଆ,କାଳିକ ଓ ଶ୍ୟାମନଗର ଆଦି ପଞ୍ଚାୟତର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।ହାତୀର ଗତିବିଧି ଉପରେ ଲକ୍ଷ୍ୟ ରଖିବା ପାଇଁ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ଦୁଇଟି ଟିମ ନିୟୋଜିତ କରାଯାଇଛି। ଫରେଷ୍ଟର ପ୍ରହ୍ଲାଦ ନାୟକ ଓ ଫରେଷ୍ଟ ଗାର୍ଡ ଦିଲ୍ଲୀପ କୁମାର ସିଂ ଏହି ଟିମ୍ ଦ୍ବୟର ନେତୃତ୍ବ ନେଉଛନ୍ତି।


ଜଳେଶ୍ୱର: ଗତକାଲି ରାତି ଅଢେଇଟା ସମୟରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରୁ ଏକ ୯ ଟିକିଆ ଶିମିଳିପାଳ ହାତୀପଲ ଜଳେଶ୍ଵର ରେଞ୍ଜ ବରଡିହା ସେକ୍ସନ ଅଧିନସ୍ଥ ଜହ୍ନିଫୁଲିଆ ଜଙ୍ଗଲକୁ ପ୍ରବେଶ କରିଛି। ଏହି ୯ ଟିକିଆ ହାତୀପଲରେ ୬ ଟି ମାଈ ହାତୀ ଓ ୩ ଟି ଛୁଆ ହାତୀ ରହିଛି।
ହାତୀ ଯୋଗୁଁ ଟବରଡିହା,କଳମା,ଖୁଆଡ,ରାଇବଣିଆ,କାଳିକ ଓ ଶ୍ୟାମନଗର ଆଦି ପଞ୍ଚାୟତର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।ହାତୀର ଗତିବିଧି ଉପରେ ଲକ୍ଷ୍ୟ ରଖିବା ପାଇଁ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ଦୁଇଟି ଟିମ ନିୟୋଜିତ କରାଯାଇଛି। ଫରେଷ୍ଟର ପ୍ରହ୍ଲାଦ ନାୟକ ଓ ଫରେଷ୍ଟ ଗାର୍ଡ ଦିଲ୍ଲୀପ କୁମାର ସିଂ ଏହି ଟିମ୍ ଦ୍ବୟର ନେତୃତ୍ବ ନେଉଛନ୍ତି।
ହାତୀ ଯୋଗୁଁ ଜହ୍ନିଫୁଲିଆ ଜଙ୍ଗଲ ସନ୍ନିକଟ ବରଡିହା,କଳମା,ଖୁଆଡ,ରାଇବଣିଆ,କାଳିକ ଓ ଶ୍ୟାମନଗର ଆଦି ପଞ୍ଚାୟତର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।ହାତୀର ଗତିବିଧି ଉପରେ ଲକ୍ଷ୍ୟ ରଖିବା ପାଇଁ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ଦୁଇଟି ଟିମ ନିୟୋଜିତ କରାଯାଇଛି। ଫରେଷ୍ଟର ପ୍ରହ୍ଲାଦ ନାୟକ ଓ ଫରେଷ୍ଟ ଗାର୍ଡ ଦିଲ୍ଲୀପ କୁମାର ସିଂ ଏହି ଟିମ୍ ଦ୍ବୟର ନେତୃତ୍ବ ନେଉଛନ୍ତି।