ରାଜ୍ୟରେ ରାସ୍ତା ପାଇଁ ଆସିବ ସ୍ୱତନ୍ତ୍ର ନୀତି

ଭୁବନେଶ୍ୱର:ରାଜ୍ୟରେ ରାସ୍ତାଘାଟର ଉନ୍ନତି ପାଇଁ ଆସିବ ସ୍ୱତନ୍ତ୍ର ନୀତି।୫ ବର୍ଷରେ ନିର୍ମାଣ ହେବ ୭୫ ହଜାର କିମି ରାସ୍ତା। ରାସ୍ତାକଡ଼ରେ ନିର୍ମାଣ ହେବ ୟୁଟିଲିଟି କରିଡର।ଗ୍ରାମାଞ୍ଚଳରେ ଜମି ଅଧିଗ୍ରହଣ ପାଇଁ ରହିବ ଅର୍ଥ ବ୍ୟବସ୍ଥା। ଏ ନେଇ ନିୟମିତ ରାସ୍ତାର ସ୍ଥିତି ଯାଞ୍ଚ, ମରାମତି ପାଇଁ ବ୍ୟବସ୍ଥା କରାଯିବ।ଦୁର୍ଘଟଣା ଏଡ଼ାଇବାକୁ ନୀତିରେ ରହିବ ସ୍ୱତନ୍ତ୍ର ପ୍ରାବଧାନ ଦିଆଯିବ। ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

Feb 1, 2025 - 06:54