ରାଜଧାନୀରେ କମିବ ଭିଡ଼: ଖୁବ ଶୀଘ୍ର ପ୍ରସ୍ତୁତ ହେବ ଡିପିଆର

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଭିଡ଼ କମାଇବାକୁ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଭିଡ଼ ହ୍ରାସ ପାଇଁ ୭ ହଜାର କୋଟିର ଯୋଜନାରଖାଯାଇଛି।ଜୟଦେବ ବିହାର-ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ କରିଡର । ସେହିପରି ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ ହେବ।କଳ୍ପନା, ମ୍ୟୁଜିୟମ ଓ ଶିଶୁଭବନ ଛକରେ ହେବ ୩ଟି ଫ୍ଲାଏଓଭର ରାସ୍ତା। ଏହା ସହିତ ୬୪ କିମି ବିଶିଷ୍ଟ ଏକ ଇନର ରିଙ୍ଗରୋଡ୍‌ ନିର୍ମାଣ ହେବ।ତମାଣ୍ଡୋରୁ ପାଇକରାପୁର ଏବଂ ଧଉଳିରୁ ତମାଣ୍ଡୋ ୬ ଲେନ ରାସ୍ତା ପାଇଁ ପ୍ଲାନ ହୋଇଛି। ଭୁବନେଶ୍ୱର […]

Feb 1, 2025 - 06:54
ରାଜଧାନୀରେ କମିବ ଭିଡ଼: ଖୁବ ଶୀଘ୍ର ପ୍ରସ୍ତୁତ ହେବ ଡିପିଆର

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଭିଡ଼ କମାଇବାକୁ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଭିଡ଼ ହ୍ରାସ ପାଇଁ ୭ ହଜାର କୋଟିର ଯୋଜନାରଖାଯାଇଛି।ଜୟଦେବ ବିହାର-ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ କରିଡର । ସେହିପରି ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ ହେବ।କଳ୍ପନା, ମ୍ୟୁଜିୟମ ଓ ଶିଶୁଭବନ ଛକରେ ହେବ ୩ଟି ଫ୍ଲାଏଓଭର ରାସ୍ତା। ଏହା ସହିତ ୬୪ କିମି ବିଶିଷ୍ଟ ଏକ ଇନର ରିଙ୍ଗରୋଡ୍‌ ନିର୍ମାଣ ହେବ।ତମାଣ୍ଡୋରୁ ପାଇକରାପୁର ଏବଂ ଧଉଳିରୁ ତମାଣ୍ଡୋ ୬ ଲେନ ରାସ୍ତା ପାଇଁ ପ୍ଲାନ ହୋଇଛି। ଭୁବନେଶ୍ୱର ସମ୍ପ୍ରସାରଣ ପାଇଁ ମଧ୍ୟ ଆଉଟର୍‌ ରିଙ୍ଗ ରୋଡ୍‌ ଯୋଜନା ପ୍ରସ୍ତୁତ ହୋଇଛି।୧୪୮ କିମି ରିଙ୍ଗରୋଡ ୬ ଲେନ ହେବା ସହ ୨ଟି ସର୍ଭିସ ରୋଡ ରହିବ।
ନୂଆ ଯୋଜନାର ଡିପିଆର ଶୀଘ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି।