ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ ଥଣ୍ଡା ପାନୀୟ ଜଳ ଉଦଘାଟିତ
କାମାକ୍ଷାନଗର : କାମାକ୍ଷାନଗର ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଏକ ଥଣ୍ଡା ପାନୀୟ ଜଳ ଉଦଘାଟିତ ହୋଇ ଯାଇଛି । ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର, ଜିଲ୍ଲା ବିଜେପି ସଭାପତି ରାସବିହାରୀ ବେହେରା, ମୁଖ୍ୟ ପରାମର୍ଶଦାତା ମେଜର ପ୍ରଭାତ କୁମାର ଦାଶ, ମଦନ ମୋହନ ବରାଳ, ଇଞ୍ଜିନିୟର ଅଚ୍ୟୁତାନନ୍ଦ ମଲ୍ଲିକ, ସାମ୍ବାଦିକ କୃଷ୍ଣ ଚନ୍ଦ୍ର ସାହୁବସନ୍ତ କୁମାର ସାହୁ, ରସାନନ୍ଦ ଦେହୁରୀ ପ୍ରମୁଖ […]


କାମାକ୍ଷାନଗର : କାମାକ୍ଷାନଗର ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଏକ ଥଣ୍ଡା ପାନୀୟ ଜଳ ଉଦଘାଟିତ ହୋଇ ଯାଇଛି । ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର, ଜିଲ୍ଲା ବିଜେପି ସଭାପତି ରାସବିହାରୀ ବେହେରା, ମୁଖ୍ୟ ପରାମର୍ଶଦାତା ମେଜର ପ୍ରଭାତ କୁମାର ଦାଶ, ମଦନ ମୋହନ ବରାଳ, ଇଞ୍ଜିନିୟର ଅଚ୍ୟୁତାନନ୍ଦ ମଲ୍ଲିକ, ସାମ୍ବାଦିକ କୃଷ୍ଣ ଚନ୍ଦ୍ର ସାହୁବସନ୍ତ କୁମାର ସାହୁ, ରସାନନ୍ଦ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। ପାଠକ ବିଚାର ମଞ୍ଚର ସଭାପତି ଧନ୍ୟବାଦ ଦେଇଥିଲେ ।