୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କଲେ ଟ୍ରମ୍ପ

ଓ୍ବାଶିଂଟନ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂରା ଆକ୍ସନ ମୋଡ୍‌ରେ ଅଛନ୍ତି। USAIDର ୨ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଦେଇଥିବା ନେଇ ଅଧିସୂଚନା ଜାରି କରିଛନ୍ତି। ଏଥିସହିତ ୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛୁଟି ପାଇଁ ମଧ୍ୟ ଅଧିସୂଚନା ଜାରି କରିଛନ୍ତି। The post ୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କଲେ ଟ୍ରମ୍ପ appeared first on Dharitri Odia News.

Feb 24, 2025 - 09:27
୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କଲେ ଟ୍ରମ୍ପ

ଓ୍ବାଶିଂଟନ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂରା ଆକ୍ସନ ମୋଡ୍‌ରେ ଅଛନ୍ତି। USAIDର ୨ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଦେଇଥିବା ନେଇ ଅଧିସୂଚନା ଜାରି କରିଛନ୍ତି। ଏଥିସହିତ ୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛୁଟି ପାଇଁ ମଧ୍ୟ ଅଧିସୂଚନା ଜାରି କରିଛନ୍ତି।

The post ୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କଲେ ଟ୍ରମ୍ପ appeared first on Dharitri Odia News.