‘ଛାତ୍ରୀମାନେ ଆଗେଇଲେ ଦେଶ ଆଗେଇବ’

କେସିଙ୍ଗା,୩୧ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରର ୫୦ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ନେତୃତ୍ୱରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧକାରୀ ଆନନ୍ଦ କୁମାର ବେହେରା, ମୁଖ୍ୟ ବକ୍ତା ଭାବେ କେସିଙ୍ଗା ମହାବିଦ୍ୟାଳୟର ଇକୋନୋମିକ୍‌ ଲେକଚର ରାଜେଶ କୁମାର ଅଗ୍ରଓ୍ବାଲ, ବିଶିଷ୍ଟ ଅତିଥିସହ ଶିକ୍ଷୟିତ୍ରୀ ଯାଜ୍ଞସେନୀ ଦଳପତି, ଓଷ୍ଟା କଳାହାଣ୍ଡିର ସଭାପତି ସନ୍ତୋଷ କୁମାର ରଥ, ୟଙ୍ଗ୍‌ ବ୍ଲଡ୍‌ ପବ୍ଲିକ […] The post ‘ଛାତ୍ରୀମାନେ ଆଗେଇଲେ ଦେଶ ଆଗେଇବ’ appeared first on Dharitri Odia News.

Feb 1, 2025 - 06:50
‘ଛାତ୍ରୀମାନେ ଆଗେଇଲେ ଦେଶ ଆଗେଇବ’

କେସିଙ୍ଗା,୩୧ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରର ୫୦ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ନେତୃତ୍ୱରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧକାରୀ ଆନନ୍ଦ କୁମାର ବେହେରା, ମୁଖ୍ୟ ବକ୍ତା ଭାବେ କେସିଙ୍ଗା ମହାବିଦ୍ୟାଳୟର ଇକୋନୋମିକ୍‌ ଲେକଚର ରାଜେଶ କୁମାର ଅଗ୍ରଓ୍ବାଲ, ବିଶିଷ୍ଟ ଅତିଥିସହ ଶିକ୍ଷୟିତ୍ରୀ ଯାଜ୍ଞସେନୀ ଦଳପତି, ଓଷ୍ଟା କଳାହାଣ୍ଡିର ସଭାପତି ସନ୍ତୋଷ କୁମାର ରଥ, ୟଙ୍ଗ୍‌ ବ୍ଲଡ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ରାମ କୁମାର ଜୈନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷା କମିଟିର ସଭାପତି ଶିବ ପ୍ରସାଦ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ନିଜସ୍ବ ମତ ପ୍ରକାଶ କରିଥିଲେ। ଆଜିର ସଭାରେ ଉଡାଣ ବିଷୟରେ ଅତିଥିମାନେ ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଛାତ୍ରୀମାନେ ଆଗେଇଲେ ଦେଶ ଆଗେଇବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

The post ‘ଛାତ୍ରୀମାନେ ଆଗେଇଲେ ଦେଶ ଆଗେଇବ’ appeared first on Dharitri Odia News.