Prafulla Kumar Mallik Suspended by BJD for Anti-Party Activities
ପ୍ରଫୁଲ୍ଲ ମଲ୍ଲିକ ବିଜେଡିରୁ ସସପେଣ୍ଡ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବିତ କଲା ବିଜେଡି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସସପେଣ୍ଡ । ଗତକାଲି ବିଜେଡିକୁ ଚେତାବନୀ ଦେଇଥିଲେ ପ୍ରଫୁଲ୍ଲ । ଠିକ ଢଙ୍ଗରେ ନ ଚାଲିଲେ ଦଳରୁ ଦୂରେଇଯିବେ କହିଥିଲେ ।

Disclaimer: This content has been automatically aggregated from televison for informational purposes. To read the original article, please visit televison.
Home