Power cut woes: ମୋବଇଲ ଟର୍ଚ୍ଚ ଲାଇଟରେ ମିଳିତ ଜନ ଅଭିଯୋଗ ଶୁଣାଣି

ମୋବାଇଲ ଟର୍ଚ୍ଚ ଲାଇଟରେ ମିଳିତ ଜନ ଅଭିଯୋଗ ଶୁଣାଣି। ମୋବଇଲ ଲାଇଟରେ ଜିଲ୍ଲାପାଳ ପଢିଲେ ଅଭିଯୋଗ।

20 August 2025 01:17 PM IST
Power cut woes: ମୋବଇଲ ଟର୍ଚ୍ଚ ଲାଇଟରେ ମିଳିତ ଜନ ଅଭିଯୋଗ ଶୁଣାଣି

ମୋବାଇଲ ଟର୍ଚ୍ଚ ଲାଇଟରେ ମିଳିତ ଜନ ଅଭିଯୋଗ ଶୁଣାଣି। ମୋବଇଲ ଲାଇଟରେ ଜିଲ୍ଲାପାଳ ପଢିଲେ ଅଭିଯୋଗ।

ମୋବାଇଲ ଟର୍ଚ୍ଚ ଲାଇଟରେ ମିଳିତ ଜନ ଅଭିଯୋଗ ଶୁଣାଣି। ମୋବଇଲ ଲାଇଟରେ ଜିଲ୍ଲାପାଳ ପଢିଲେ ଅଭିଯୋଗ। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଟାଉନହଲରେ ଚାଲୁଥିବା ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ। ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା।

ମୋବାଇଲ ଟର୍ଚ୍ଚ ଲାଇଟରେ ଜିଲ୍ଲାପାଳ ଲୋକଙ୍କ ଅଭିଯୋଗ ପଢିବା ସହ ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ମିଳିତ ଜନ ଅଭିଯୋଗ ଶୁଣାଣିରେ ଭଦ୍ରକ ଜିଲ୍ଲାପାଳ ଦିଲିପ ରାଉତରାୟଙ୍କ ସମେତ ଭଦ୍ରକ ଏସପି ମନୋଜ ରାଉତ, ଉପଜିଲ୍ଲାପାଳ, ସିଡିଏମଓ, ପିଡି, ତହସିଲଦାର ଓ ସମସ୍ତ ବିଭାଗର ମୁଖ୍ୟ ଅଧିକାରୀମାନେ ଊପସ୍ଥିତ ଥିଲେ ।

Disclaimer: This content has been automatically aggregated from television for informational purposes. To read the original article, please visit television.