Police Deport Babu Khan to Bangladesh Border: ଶ୍ରମିକ ଭାବେ ଆସି ଅପରାଧ କରୁଥିଲା ବାବୁ ଖାନ୍, ବାଂଲା ସୀମାରେ ନେଇ ଛାଡ଼ିଲା ପୋଲିସ
ବାଂଲାଦେଶୀ ଅପରାଧୀଙ୍କୁ ପଠାଇଲା ପୋଲିସ୍। ବାଂଲା ସୀମାରେ ନେଇ ଛାଡ଼ି ଆସିଲା ବାଲେଶ୍ବର ପୋଲିସ୍। ବାଂଲାଦେଶର ବାବୁ ଖାନକୁ ଗତକାଲି ରାତିରେ ପଶ୍ଚିମବଙ୍ଗ-ବାଂଲାଦେଶ ସୀମା ବେନାପୋଲ-ପେଟ୍ରାପୋଲ ସୀମା ନିକଟରେ ଛାଡ଼ିଛି।
ବାବୁ ଖାନ୍ ୧୪ ବର୍ଷ ଧରି ବାଲେଶ୍ବର ଜେଲରେ ସଜ୍ଜା କାଟିଛି।ବାଂଲାଦେଶରୁ ଅବୈଧ ପ୍ରବେଶ କରି ବାଲେଶ୍ବରର ବିଭିନ୍ନ ଅପରାଧିକ କାରବାରରେ ଲିପ୍ତ ଥିଲା। ଅବୈଧ ଭାବେ ପ୍ରବେଶ କରି ବାଂଲାଦେଶରେ ଦୀର୍ଘ ଦିନ ଧରି ଶ୍ରମିକ ଭାବେ କାମ କରିବା ଆଳରେ ଅପରାଧ କରୁଥିଲେ।...
ବାଂଲା ଅପରାଧୀକୁ ବାଂଲାଦେଶ ପଠାଗଲା
ବାଂଲାଦେଶୀ ଅପରାଧୀଙ୍କୁ ସ୍ବଦେଶ ପଠାଇଲା ପୋଲିସ୍
ବାଂଲା ସୀମାରେ ନେଇ ଛାଡ଼ି ଆସିଲା ବାଲେଶ୍ବର ପୋଲିସ୍
ବାଂଲାଦେଶର ବାବୁ ଖାନ୍ ବାଲେଶ୍ବର ଜେଲରେ ଥିଲା
୧୪ ବର୍ଷ ଧରି ବାଲେଶ୍ବର ଜେଲରେ ସଜ୍ଜା କାଟିଛି
ବାଂଲାଦେଶରୁ ଅବୈଧ ଭାବେ ପ୍ରବେଶ କରି ଅପରାଧରେ ଲିପ୍ତ ଥିଲା
ବାଲେଶ୍ବରର ବିଭିନ୍ନ ଅପରାଧିକ କାରବାରରେ ସାମିଲ ଥିଲା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।