Police Deployed After Tension at Vani Vihar Campus

ବାଣୀବିହାରରେ ଉତ୍ତେଜନା ବାଣୀବିହାର କ୍ୟାଂପସ୍ ଅଶାନ୍ତ । ଉତ୍କଳ ୟୁନିଭରସିଟି ଗୋପବନ୍ଧୁ ହଷ୍ଟେଲରେ ଉତ୍ତେଜନା । ଓ୍ୱାର୍ଡେନକୁ ବିରୋଧ କରି ଗେଟ୍ ରେ ତାଲା ପକାଇଛନ୍ତି ଛାତ୍ର । ହଷ୍ଟେଲରେ ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣାସ୍ଥଳରେ ପୋଲିସ

02 September 2025 11:10 PM IST

ବାଣୀବିହାରରେ ଉତ୍ତେଜନା ବାଣୀବିହାର କ୍ୟାଂପସ୍ ଅଶାନ୍ତ । ଉତ୍କଳ ୟୁନିଭରସିଟି ଗୋପବନ୍ଧୁ ହଷ୍ଟେଲରେ ଉତ୍ତେଜନା । ଓ୍ୱାର୍ଡେନକୁ ବିରୋଧ କରି ଗେଟ୍ ରେ ତାଲା ପକାଇଛନ୍ତି ଛାତ୍ର । ହଷ୍ଟେଲରେ ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣାସ୍ଥଳରେ ପୋଲିସ

Disclaimer: This content has been automatically aggregated from televison for informational purposes. To read the original article, please visit televison.