Patnagarh Residents Protest as Main Road Turns Death Trap After Heavy Rain

#ରାସ୍ତାରେ_ଫୁଟିଲା_ପଦ୍ମଫୁଲ ଅସରାଏ ବର୍ଷାରେ ରାସ୍ତା ବେହାଲ । ମରଣଯନ୍ତା ପାଲଟୁଛି ମୁଖ୍ୟ ରାସ୍ତା । ଲହଡ଼ି ମାରୁଛି ପାଣି, କାଦୁଅରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଦେଖନ୍ତୁ ପାଟଣାଗଡ଼ର ଏହି ରାସ୍ତାକୁ, ଆଉ ଲୋକେ କିଭଳି ପ୍ରତିବାଦ ଜଣାଉଛନ୍ତି

23 August 2025 05:10 PM IST

#ରାସ୍ତାରେ_ଫୁଟିଲା_ପଦ୍ମଫୁଲ ଅସରାଏ ବର୍ଷାରେ ରାସ୍ତା ବେହାଲ । ମରଣଯନ୍ତା ପାଲଟୁଛି ମୁଖ୍ୟ ରାସ୍ତା । ଲହଡ଼ି ମାରୁଛି ପାଣି, କାଦୁଅରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଦେଖନ୍ତୁ ପାଟଣାଗଡ଼ର ଏହି ରାସ୍ତାକୁ, ଆଉ ଲୋକେ କିଭଳି ପ୍ରତିବାଦ ଜଣାଉଛନ୍ତି

Disclaimer: This content has been automatically aggregated from televison for informational purposes. To read the original article, please visit televison.