Patients Suffer as Doctors Continue Protest: ଡାକ୍ତର ଆନ୍ଦୋଳନ, ହନ୍ତସନ୍ତ ରୋଗୀ; ହୋଇପାରୁନି ଶବ ବ୍ୟବଚ୍ଛେଦ

Jul 04, 2026 - 16:14
Patients Suffer as Doctors Continue Protest: ଡାକ୍ତର ଆନ୍ଦୋଳନ, ହନ୍ତସନ୍ତ ରୋଗୀ; ହୋଇପାରୁନି ଶବ ବ୍ୟବଚ୍ଛେଦ

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ହନ୍ତସନ୍ତ ରୋଗୀ। ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟରେ OPD, IPD ଓ ଶବ ବ୍ୟବଚ୍ଛେଦ ସେବା ପ୍ରଭାବିତ ହୋଇଛି। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ହସ୍ପିଟାଲ ରୋଗୀ ସେବା ପ୍ରଭାବିତ ହୋଇଛି। 

ସିଡିପକା ଗାଁର ଜଣେ ମହିଳାଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ପାଇଁ ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲକୁ ଅଣାଯାଇଥିଲା। ମାତ୍ର ଡାକ୍ତର ଆନ୍ଦୋଳନ ପାଇଁ ହୋଇପାରୁନି ଶବ ବ୍ୟବଚ୍ଛେଦ।

ହୋଇପାରୁନି ଶବ ବ୍ୟବଚ୍ଛେଦ
ଡାକ୍ତର ଆନ୍ଦୋଳନ, ହନ୍ତସନ୍ତ ରୋଗୀ
ଚିତ୍ରକୋଣ୍ଡା ଉପଖଣ୍ଡ ହସ୍ପିଟାଲ ରୋଗୀ ସେବା ପ୍ରଭାବିତ
ହୋଇପାରୁନି ଶବ ବ୍ୟବଚ୍ଛେଦ
ମେଡିକାଲରେ ପଡିିରହିଛି ମୃତଦେହ