Patient Carried on Cot as Ambulance Fails to Reach Nilgiri block Village

ପୁଣି ଖଟିଆରେ ବୁହା ହେଲେ ରୋଗୀ ରାସ୍ତା ନଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଆମ୍ୱୁଲାନ୍ସକୁ ପହଞ୍ଚିବାକୁ ଖଟିଆରେ ବୁହା ହେଲେ ରୋଗୀ। ପାଖାପାଖି ଦେଢ କିଲୋମିଟର ରାସ୍ତା ଖଟିଆରେ ବୋହି ରୋଗୀଙ୍କୁ ଆଣିଲେ ସମ୍ପର୍କୀୟ। ନୀଳଗିରି ବ୍ଲକ୍

21 August 2025 07:40 PM IST

ପୁଣି ଖଟିଆରେ ବୁହା ହେଲେ ରୋଗୀ ରାସ୍ତା ନଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଆମ୍ୱୁଲାନ୍ସକୁ ପହଞ୍ଚିବାକୁ ଖଟିଆରେ ବୁହା ହେଲେ ରୋଗୀ। ପାଖାପାଖି ଦେଢ କିଲୋମିଟର ରାସ୍ତା ଖଟିଆରେ ବୋହି ରୋଗୀଙ୍କୁ ଆଣିଲେ ସମ୍ପର୍କୀୟ। ନୀଳଗିରି ବ୍ଲକ୍

Disclaimer: This content has been automatically aggregated from televison for informational purposes. To read the original article, please visit televison.