Paradip Port mishap:PICT ବର୍ଥରେ ଅଘଟଣ, ଜାହାଜରୁ ଖସିପଡ଼ିଲେ ୨ କ୍ରିଉ ମେମ୍ବର

Paradip Port mishap:PICT ବର୍ଥରେ ଅଘଟଣ, ଜାହାଜରୁ ଖସିପଡ଼ିଲେ ୨ କ୍ରିଉ ମେମ୍ବର

05 September 2025 01:30 PM IST
Paradip Port mishap:PICT ବର୍ଥରେ ଅଘଟଣ, ଜାହାଜରୁ ଖସିପଡ଼ିଲେ ୨ କ୍ରିଉ ମେମ୍ବର

Paradip Port mishap:PICT ବର୍ଥରେ ଅଘଟଣ, ଜାହାଜରୁ ଖସିପଡ଼ିଲେ ୨ କ୍ରିଉ ମେମ୍ବର

 ପାରାଦୀପରେ ଅଘଟଣ। ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର। ଜଣେ କ୍ରିୟୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି। ପାରାଦୀପ ପୋର୍ଟ PICT ବର୍ଥରେ ଏହି ଅଘଟଣ ଘଟିଛି। ନିଖୋଜ କ୍ରିଉ ମେମ୍ବର ଚୀନର ନାଗରିକ ବୋଲି ସୂଚନା ମିଳିଛି।

CISF ଦ୍ୱାରା ନିଖୋଜ କ୍ରିଉ ମେମ୍ବରଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପାରାଦୀପ ପୋର୍ଟ PICT ବର୍ଥରେ ଲାଗିଥିବା ଜାହାଜ MV ଲକି ଡ୍ରାଗନରୁ ମାଲ ଖଲାସ ହେବା ପରେ କ୍ରିଉ ମେମ୍ବର ପାଇଲଟ୍ ଲ୍ୟାଡର ପକାଉଥିଲେ। ସେତିକି ବେଳେ ସେ ପାଣି ଭିତରକୁ ଛିଟିକି ପଡ଼ିଥିଲେ। ତାଙ୍କୁ ଉଦ୍ଧାର ପାଇଁ ପାଣିକୁ ଡେଇଁଥିଲେ ବାଂଲାଦେଶର ଜଣେ କ୍ରିଉ ମେମ୍ବର।

Disclaimer: This content has been automatically aggregated from television for informational purposes. To read the original article, please visit television.