Panchayat Elections Deferred Briefly: ସାମାନ୍ୟ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ, କାରଣ ଦର୍ଶାଇଲା ରାଜ୍ୟ ନିର୍ବାଚନ ଆୟୋଗ

Jul 10, 2026 - 14:08
Panchayat Elections Deferred Briefly: ସାମାନ୍ୟ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ, କାରଣ ଦର୍ଶାଇଲା ରାଜ୍ୟ ନିର୍ବାଚନ ଆୟୋଗ

ଏଥର ସାମାନ୍ୟ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ। SIR କାର୍ଯ୍ୟ ଚାଲିଥିବାରୁ ପଞ୍ଚାୟତ ନିର୍ବାଚନ ସାମାନ୍ୟ ବିଳମ୍ବ ହୋଇପାରେ । ଆସନ୍ତା ଏପ୍ରିଲ କିମ୍ବା ମେ'ରେ ପଞ୍ଚାୟତ ନିର୍ବାଚନ ହୋଇପାରେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ।

SIR କାମ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ହେବ। SIR କାମ ନ ସରିବା ପର୍ଯ୍ୟନ୍ତ ନିର୍ବାଚନ ଅସମ୍ଭବ। RDC ଓ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି। ଆସନ୍ତା ୨୧ ତାରିଖରେ ହେବ ରୁଟିନ୍ ବୈଠକ। 'ଏଥର ଡୋର୍ ଟୁ ଡୋର୍ ଭିଜିଟ୍ କରି ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ। ୬ ହଜାର ୭୯୪ ପଞ୍ଚାୟତରେ ୯୧ ହଜାର ୯୩୦ ୱାର୍ଡ ବା ବୁଥ୍ ରହିଛି। ଅକ୍ଟୋବରରେ ହେବ ସର୍ଭେ, BLO ଓ ଅଙ୍ଗନବାଡ଼ି କର୍ମୀ ନିୟୋଜିତ ହେବେ।

 SIR କାର୍ଯ୍ୟ ଚାଲିଥିବାରୁ ଏଥର ସାମାନ୍ୟ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ
ଏପ୍ରିଲ, ମେ'ରେ ପଞ୍ଚାୟତ ନିର୍ବାଚନ ହେବା ନେଇ ସୂଚନା
ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ
'SIR କାମ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ହେବ'
'SIR କାମ ନ ସରିବା ପର୍ଯ୍ୟନ୍ତ ନିର୍ବାଚନ ଅସମ୍ଭବ'
'RDC ଓ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି'
'ଆସନ୍ତା ୨୧ ତାରିଖରେ ହେବ ରୁଟିନ୍ ବୈଠକ'
'ଏଥର ଡୋର୍ ଟୁ ଡୋର୍ ଭିଜିଟ୍ କରି ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ'
ଅକ୍ଟୋବରରେ ହେବ ସର୍ଭେ; BLO ଓ ଅଙ୍ଗନବାଡ଼ି କର୍ମୀ ନିୟୋଜିତ ହେବେ
'୬୭୯୪ ପଞ୍ଚାୟତରେ ୯୧ ହଜାର ୯୩୦ ୱାର୍ଡ ବା ବୁଥ୍ ରହିଛି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।