Panchayat and Civic Polls Gain Momentum: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍, ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ
୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍। ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ। ଆସନ୍ତା ୨୧ ତାରିଖରେ OSWAN ପ୍ଲାଟଫର୍ମରେ ବୈଠକ ହେବ। VCରେ ସାମିଲ ହେବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ହୋଇଛି । ଡୋର୍ ଟୁ ଡୋର୍ (D2D) ସର୍ଭେ ଉପରେ ହେବ ସମୀକ୍ଷା। DC ବିଲ୍ ଓ ୟୁଟିଲାଇଜେସନ ସାର୍ଟିଫିକେଟ୍ ଉପରେ ବି ଆଲୋଚନା ହେବ। ...
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଗୁଲ୍
୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍
ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ
ଆସନ୍ତା ୨୧ ତାରିଖରେ OSWAN ପ୍ଲାଟଫର୍ମରେ ବୈଠକ
VCରେ ସାମିଲ ହେବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି
ଡୋର୍ ଟୁ ଡୋର୍ (D2D) ସର୍ଭେ ଉପରେ ହେବ ସମୀକ୍ଷା
DC ବିଲ୍ ଓ ୟୁଟିଲାଇଜେସନ ସାର୍ଟିଫିକେଟ୍ ଉପରେ ବି ହେବ ଆଲୋଚନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।