Pakistan Reportedly Dropped from Key US Priority List, Diplomatic Setback in Spotlight
#ଆମେରିକା_ଲିଷ୍ଟରୁ_ପାକିସ୍ତାନ_ଆଉଟ୍ !
ପାକିସ୍ତାନ ଆଜିକାଲି ପୁଣି ଚର୍ଚ୍ଚାରେ । ପାକିସ୍ତାନର ନେତା ଓ ସେମାନଙ୍କ ନୀତି ତ କାହାରିକୁ ଅଛପା ନାହିଁ, କିନ୍ତୁ ଏବେ ସେମାନଙ୍କ ଅକଲଗୁଡ଼ୁମ୍ । ଦି’ଟା ନାଆରେ ପାଦ ଦେଇ ଚାଲିଲେ, ଏଘର ମାଉସୀ, ସେ ଘର ପିଉସୀ ହେଲେ ଯେ ଅବସ୍ଥା କଣ ହୁଏ, ପାକିସ୍ତାନକୁ ଦେଖି ବଡ଼ ସହଜରେ ବୁଝାଯାଇପାରେ । ଆମେରିକା କଥାରେ ଉଠ୍ ବସ୍ ହେଉଥିବା ପାକିସ୍ତାନ ଏବେ ଏ ଏକୂଳର ନା ସେକୂଳରେ । ଆମେରିକା, ପାକିସ୍ତାନକୁ ପୂରା ବିଶ୍ବାସ କରି ପାରୁନି । ପଶ୍ଚିମ ଏସିଆ ଯୁଦ୍ଧରେ ମଧ୍ୟସ୍ଥ ସାଜି ଅନ୍ତର୍ଜାତୀୟ ସ୍ତରରେ ବାଃ ବାଃ ନେବାକୁ ଯେଉଁ ଉଦ୍ୟମ ପାକିସ୍ତାନ କରୁଥିଲା, ଏବେ ଫସର ଫାଟୁଛି।
Pakistan has reportedly suffered a diplomatic setback after being removed from a key United States priority list, according to media reports. The development comes amid growing questions over Islamabad's foreign policy and its attempts to balance relations with multiple global powers. However, the specific list and the official reasons for the reported removal have not been formally detailed in the source text.
#Pakistan#UnitedStates#Diplomacy#InternationalRelations#WestAsia#GlobalPolitics#WorldNews#BreakingNews#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।