Odisha wins 66 medals including 51 gold: ଇଣ୍ଡିଆନ୍‌ ଚ୍ୟାଲେଞ୍ଜର କପ୍‌ କରାଟେ: ଓଡ଼ିଶାକୁ ୫୧ ସ୍ବର୍ଣ୍ଣ ସହ ୬୬ ପଦକ

Aug 03, 2026 - 19:56
Odisha wins 66 medals including 51 gold: ଇଣ୍ଡିଆନ୍‌ ଚ୍ୟାଲେଞ୍ଜର କପ୍‌ କରାଟେ: ଓଡ଼ିଶାକୁ ୫୧ ସ୍ବର୍ଣ୍ଣ ସହ ୬୬ ପଦକ

"ଭୁବନେଶ୍ବର: କୋଲକାତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ଆୟୋଜିତ ଦଶମ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା “ଇଣ୍ଡିଆନ୍ ଚ୍ୟାଲେଞ୍ଜର୍‌ କପ୍‌”ରେ ଓଡ଼ିଶା କରାଟେକା ୫୧ ସ୍ଵର୍ଣ୍ଣ, ୧୧ ରୌପ୍ୟ ଓ ୪ କାଂସ୍ୟ ପଦକ ସହ ମୋଟ ୬୬ ପଦକ ଜିତିଛନ୍ତି।

ଏହି ସଫଳତା ଲାଗି ପଦକ ବିଜେତାଙ୍କୁ ଓଡ଼ିଶା କରାଟେ ସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।Advertisment ଆହୁରି ପଢନ୍ତୁ :Stipend for OUAT Students ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀ ପାଇବେ ପାଠପଢ଼ା ଖର୍ଚ୍ଚ ପଦକ ବିଜୟୀସ୍ବର୍ଣ୍ଣ- ଊର୍ଜା ସାମନ୍ତ, ରିସାନ ଦାସ, ଜିତିକା ସାମନ୍ତ, ଜିତିଶା ସାମନ୍ତ, ଆଦ୍‌ଭିକ୍‌ ନାୟକ, ପ୍ରତୀକ୍ଷା ପଣ୍ଡା, ସୁର୍ଯ୍ୟାଂଶ ପଣ୍ଡା, ଈଶାନୀ ପଣ୍ଡା (ପ୍ରତ୍ୟେକ ୨ଟି ଲେଖାଏଁ), ନ୍ୟାସା କୁମାରୀ, ଦିବ୍ୟପ୍ରସାଦ ନାୟକ, ରୋଶନ ସାଇ ପାଲ୍‌, ଓମ୍‌ ସତ୍ୟମ ମହାନ୍ତି, ଆଦ୍ୟାଶା ଷଡ଼ଙ୍ଗୀ, ସ୍ନିଗ୍‌ଧା ସୁବୁଦ୍ଧି, ତୁଷାର ବିଶ୍ବାଳ, ରାଜୀବ ଭୋଇ, ପଲକ ପାର୍‌ହି, ଦେବାଶ୍ରିତା ମହାନ୍ତି, ସଞ୍ଜେଲ ମୁର୍ମୁ, ସଞ୍ଜନା ମୁର୍ମୁ, ସାହେବ ବେରା, ସାରଣ ସୋ‌ରେଣ, ଶ୍ରେୟାନ ମାଜି, ଏ ଯଶବନ୍ତ କୁମାର, ଇନ୍ଦ୍ରାଣୀ ବେରା, ଜ୍ୟେଜିତ ସାମନ୍ତ, ତ୍ରିଲୋଚନ ରଣା, ତ୍ରିନାଥ ରଣା, ଚନ୍ଦନା ପ୍ରିୟଦର୍ଶିନୀ, ସୌରଜିତ ଦାସ, ସ୍ବୟଂ ପ୍ରକାଶ ଶତପଥୀ, ସୁମନା ଦାସ, ସୁଜ୍ଞାନୀ ସାବତ, ଆଦ୍ୟାଶା ପ୍ରିୟଦର୍ଶିନୀ, ଶଶାଙ୍କ ମହାରଣା, ବିଦ୍ୟାଂଶୁ ସାହୁ, ଦିଶାନ୍ତିକା ପଣ୍ଡା, ଶ୍ରେୟା ଶୁଭଦର୍ଶିନୀ, ରେୟାଂଶୁ ପଣ୍ଡା, ଦିବିତ ସ୍ବାଇଁ, ଲୈଲେଶ ବିଶ୍ବାଳ, ମୋକ୍ଷିତା ପଣ୍ଡା, ସୂର୍ଯ୍ୟ ନାରାୟଣ ମାର୍ଥା।

ଆହୁରି ପଢନ୍ତୁ :uppsc recruitment: ୟୁପିପିଏସସି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୩୭ ପଦବି ହେବ ପୁରଣ ରୌପ୍ୟ-ରୋହିତ କୁମାର ସ୍ବାଇଁ, ଓମ୍‌ ଶୁଭମ ମହାନ୍ତି, ଅଦ୍ୟାଶା ଷଡ଼ଙ୍ଗୀ, ଅଙ୍କୁଶ କୁମାର ବାରିକ, ମାର ବାରିକ, ସାହେବ ବେରା, ସୁମନା ଦାସ, ସୋହମ ସ୍ବାଇଁ, ଶୁଭଙ୍କର ଦେବନାଥ, ଆୟୁଷ୍ମାନ ପାତ୍ର, ଆହାନ୍ନା ଜୋଷୀ।କାଂସ୍ୟ-ଆଶୁତୋଷ ବେହେରା, ପ୍ରୟାସ ଘୋଷ, ଶଶାଙ୍କ ମହାରଣା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।