Odisha Transport Department Tightens: କଠୋର ହେଲେ ସରକାର; ଫିଟନେସ, ବୀମା, ପରମିଟ୍ ନ ଥିଲେ ଜବତ ହେବ ଗାଡ଼ି

Jul 08, 2026 - 17:41
Odisha Transport Department Tightens: କଠୋର ହେଲେ ସରକାର; ଫିଟନେସ, ବୀମା, ପରମିଟ୍ ନ ଥିଲେ ଜବତ ହେବ ଗାଡ଼ି

ରାଜ୍ୟରେ ଏବେ ଟ୍ରାଫିକ୍ ନିୟମ ପାଳନକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ପରିବହନ ବିଭାଗ। ଯଦି ଆପଣଙ୍କ ଗାଡ଼ିର ଫିଟନେସ , ବୈଧ ଇନ୍ସୁରାନ୍ସ କିମ୍ବା PUC ସାର୍ଟିଫିକେଟ୍ ନାହିଁ, ତେବେ ତୁରନ୍ତ ଅପଡେଟ୍ କରିନିଅନ୍ତୁ। କାରଣ, ବିନା ବୈଧ ଦସ୍ତାବିଜରେ ଗାଡ଼ି ଚଳାଇଲେ କେବଳ ଜରିମାନା ନୁହେଁ, ଆଇନ ଅନୁଯାୟୀ ଗାଡ଼ି ଜବତ ହେବାର ସମ୍ଭାବନା ମଧ୍ୟ ରହିଛି। 

ତେବେ ଏହାକୁ ନେଇ ପରିବହନ ବିଭାଗ କେଉଁ ନୂଆ ପଦକ୍ଷେପ ନେଇଛି? 

  • ସଡ଼କ ଦୁର୍ଘଟଣା ରୋକିବାକୁ ସରକାରଙ୍କ କଠୋର ଆଭିମୁଖ୍ୟ
  • ଫିଟନେସ୍ ନଥିଲେ ଜବତ ହେବ ଗାଡି
  • ନିୟମ ଉଲ୍ଲଙ୍ଘନ କଲେ ଗାଡ଼ି ଜବତ ପାଇଁ ନିର୍ଦ୍ଦେଶ
  • ଫିଟନେସ, ବୀମା, ପରମିଟ୍ ନ ଥିଲେ ଜବତ ହେବ ଗାଡ଼ି
  • ଆରଟିଏ, ଏଆରଟିଓ ଏବଂ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ସର୍କୁଲାର ଜାରି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।