Odisha to Grow Paddy in Forests for Elephants: CM Mohan Charan Majhi

‘#ହାତୀ_ପାଇଁ_ଧାନ_ଚାଷ’ ‘ହାତୀଙ୍କ ପାଇଁ ଜଙ୍ଗଲରେ ହେବ ଧାନ ଚାଷ। ଖୋଳାହେବ ଜଳାଶୟ। ଫଳରେ ଆଉ ଜନବସତିମୁହାଁ ହେବେନି ହାତୀ। ’ ମାନବ-ହାତୀ ସହାବସ୍ଥାନ ସମ୍ପର୍କୀତ କର୍ମଶାଳାକୁ ଯୋଗଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

21 August 2025 01:30 PM IST

‘#ହାତୀ_ପାଇଁ_ଧାନ_ଚାଷ’ ‘ହାତୀଙ୍କ ପାଇଁ ଜଙ୍ଗଲରେ ହେବ ଧାନ ଚାଷ। ଖୋଳାହେବ ଜଳାଶୟ। ଫଳରେ ଆଉ ଜନବସତିମୁହାଁ ହେବେନି ହାତୀ। ’ ମାନବ-ହାତୀ ସହାବସ୍ଥାନ ସମ୍ପର୍କୀତ କର୍ମଶାଳାକୁ ଯୋଗଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Disclaimer: This content has been automatically aggregated from televison for informational purposes. To read the original article, please visit televison.