Odisha Raid: 62 Bags of Fertilizer Seized in Khallikote Black Market Crackdown

ରାଜ୍ୟରେ ସାର ସଂକଟ ଓ କଳାବଜାର ଭିତରେ ଗଞ୍ଜାମ ଖଲ୍ଲିକୋଟରେ ଚଢାଉ । ୬୨ ବସ୍ତା ସାର ଜବତ। କେଶପୁର ଛକରେ ଥିବା ଘରୋଇ ସାର ଡିଲରଙ୍କ ଘରେ ରେଡ୍ କରି ଷ୍ଟକ ରଖିଥିବା ବିଭିନ୍ନ ସାର ଜବତ ସହ ଗୋଦାମ ସିଲ କରିଛନ୍ତି ଖଲ୍ଲିକୋଟ ତହସିଲଦାର। #Odish

31 August 2025 05:37 AM IST

ରାଜ୍ୟରେ ସାର ସଂକଟ ଓ କଳାବଜାର ଭିତରେ ଗଞ୍ଜାମ ଖଲ୍ଲିକୋଟରେ ଚଢାଉ । ୬୨ ବସ୍ତା ସାର ଜବତ। କେଶପୁର ଛକରେ ଥିବା ଘରୋଇ ସାର ଡିଲରଙ୍କ ଘରେ ରେଡ୍ କରି ଷ୍ଟକ ରଖିଥିବା ବିଭିନ୍ନ ସାର ଜବତ ସହ ଗୋଦାମ ସିଲ କରିଛନ୍ତି ଖଲ୍ଲିକୋଟ ତହସିଲଦାର। #Odish

Disclaimer: This content has been automatically aggregated from televison for informational purposes. To read the original article, please visit televison.