Odisha Police: ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା
ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା । OMR ସିଟ୍ ଜରିଆରେ ହେବ ଲିଖିତ ପରୀକ୍ଷା ।
ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା । OMR ସିଟ୍ ଜରିଆରେ ହେବ ଲିଖିତ ପରୀକ୍ଷା ।
ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା। ପୂର୍ବରୁ ଦୁଇ ଦୁଇଥର ଘୁଂଚିବା ପରେ ଅକ୍ଟୋବର ୪ ଓ ୫କୁ ଏହା ଧାର୍ଯ୍ୟ କରାଯାଇଛି। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସେପ୍ଟେମ୍ବର ୨୦ ପରଠୁ ଡାଉନ୍ ଲୋଡ୍ କରିପାରିବେ ଆଡମିଟ୍ କାର୍ଡ। odishapolice.gov.inରୁ ଆଡମିଟ୍ କାର୍ଡ ଡାଉନ୍ ଲୋଡ୍ କରିପାରିବେ । ପୂର୍ବରୁ ସେପ୍ଟେମ୍ବର ୨୧ ଓ ୨୨ ଦୁଇଦିନ ଧରି ଏହି ପରୀକ୍ଷା ହେବ ବୋଲି ସ୍ଥିର ହୋଇଥିଲା।
ତେବେ ସେହିଦିନ OPSCର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ ବା ଏଏସଓ ପରୀକ୍ଷା ମଧ୍ୟ ଥିଲା। ଗୋଟିଏ ତାରିଖରେ ଦୁଇଟି ପରୀକ୍ଷା ପଡ଼ୁଥିବାରୁ କେଉଁଟି ଦେବେ ଓ କେଉଁଟା ଛାଡ଼ିବେ ତାକୁ ନେଇ ଅଶାୟୀଙ୍କ ମନରେ ଆଶଙ୍କା ରହିଥିଲା।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
