Odisha Police has 33,000 Vacancies: ଡିଜିପି ଦେଲେ ବଡ଼ ସୂଚନା; ପୋଲିସରେ ମାନବ ସମ୍ବଳ ଅଭାବ, ଖାଲି ପଡିଛି ୩୩ ହଜାର ପଦବୀ

Jul 08, 2026 - 17:21
Odisha Police has 33,000 Vacancies: ଡିଜିପି ଦେଲେ ବଡ଼ ସୂଚନା; ପୋଲିସରେ ମାନବ ସମ୍ବଳ ଅଭାବ, ଖାଲି ପଡିଛି ୩୩ ହଜାର ପଦବୀ

ପୋଲିସରେ ଖାଲି ପଡିଛି ୩୩ ହଜାର ପଦବୀ। ପୋଲିସ ବିଭାଗରେ ମାନବ ସମ୍ବଳ କମ୍ ରହିଛି କହିଲେ ଡିଜିପି ଓ୍ୱାଇ. ବି. ଖୁରାନିଆ। ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ ମାନବ ସମ୍ବଳ କମ୍ ଅଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମାନବ ସମ୍ବଳ କମ ରହିଛି। 

ମୁଖ୍ୟମନ୍ତ୍ରୀ ଏହା ଭିତରେ ୧୭ ହଜାର ନୂଆ ପଦବୀ ସୃଷ୍ଟି କରିଛନ୍ତି। ପୂର୍ବ ୧୬ ହଜାର ଭ୍ୟାକେନ୍ସିକୁ ମିଶାଇ ୩୩ ହଜାର ପଦବୀ ଖାଲି ପଡ଼ିଛି। ସମସ୍ତ ଖାଲି ଥିବା ପଦବୀ ଖୁବଶୀଘ୍ର ପୂରଣ ହେବ ବୋଲି ଆଶାବାଦୀ ବୋଲି କହିଛନ୍ତି ଡିଜିପି

  • ପୋଲିସ ବିଭାଗରେ ମାନବ ସମ୍ବଳ କମ୍ ରହିଛି କହିଲେ ଡିଜିପି
  • ‘ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ ମାନବ ସମ୍ବଳ କମ୍ ଅଛି’
  • ‘ଅନ୍ୟ ରାଜ୍ୟ ତୁଳନାରେ ଆମର ମାନବ ସମ୍ବଳ କମ ରହିଛି’
  • ‘ମୁଖ୍ୟମନ୍ତ୍ରୀ ଏହା ଭିତରେ ୧୭ ହଜାର ନୂଆ ପଦବୀ ସୃଷ୍ଟି କରିଛନ୍ତି’
  • ‘ପୂର୍ବ ୧୬ ହଜାର ଭ୍ୟାକେନ୍ସିକୁ ମିଶାଇ ୩୩ ହଜାର ପଦବୀ ଖାଲି ପଡ଼ିଛି’
  • ‘ସମସ୍ତ ଖାଲି ଥିବା ପଦବୀ ଖୁବଶୀଘ୍ର ପୂରଣ ହେବ ବୋଲି ଆଶାବାଦୀ’
  • ‘ଇନ୍ସପେକ୍ଟର ବ୍ୟୁଟି ମହାନ୍ତି ମୃତ୍ୟୁ ମାମଲାର ତଦନ୍ତ ଚାଲିଛି’
  • ରିପୋର୍ଟ ଆସିଲେ, ତଦନୁସାରେ ପଦକ୍ଷେପ ନିଆଯିବ- DGP
  • IPS ଜଗମୋହନ ମୀନାଙ୍କ ଇସ୍ତଫା ସମ୍ପର୍କରେ ରଖିଲେ ପ୍ରତିକ୍ରିୟା
  • ‘ଇସ୍ତଫା ତାଙ୍କ ନିଜସ୍ୱ ନିଷ୍ପତ୍ତି, ଗ୍ରହଣ କରିନେବା ପାଇଁ ଅନେକ ବାର କହିଛନ୍ତି’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।