Odisha Has Sufficient Rice Stock: ଜୁଲାଇ ମାସର ଚାଉଳ ଦିଆଯାଇଛି, ବନ୍ୟା ପାଇଁ ମଧ୍ୟ ଚାଉଳ ମହଜୁଦ ଅଛି- କୃଷ୍ଣ ପାତ୍ର
ଚାଉଳ ବଣ୍ଟନରେ କୌଣସି ସମସ୍ୟା ନାହିଁ । ବନ୍ୟା ପାଇଁ ସବୁ ଜିଲ୍ଲାରେ ଚାଉଳ ମହଜୁଦ ଅଛି। ଜୁଲାଇ ମାସର ଚାଉଳ ଦିଆଯାଇଛି, ସେମିତି କିଛି ସମସ୍ୟା ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ଅନ୍ନପୂର୍ଣ୍ଣ ଯୋଜନା ଲାଗୁ ହେବା ପରେ ଘରେ ଘରେ ଚାଉଳ ମହଜୁଦ ଅଛି। ଶୁଖିଲା ଖାଦ୍ୟ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛି।
- ଚାଉଳ ବଣ୍ଟନରେ କୌଣସି ସମସ୍ୟା ନାହିଁ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ
- ‘ଜୁଲାଇ ମାସର ଚାଉଳ ଦିଆଯାଇଛି, ସେମିତି କିଛି ସମସ୍ୟା ନାହିଁ’
- ବନ୍ୟା ପାଇଁ ମଧ୍ୟ ସବୁ ଜିଲ୍ଲାରେ ଚାଉଳ ମହଜୁଦ ଅଛି- କୃଷ୍ଣ ପାତ୍ର
- ‘ଅନ୍ନପୂର୍ଣ୍ଣ ଯୋଜନା ଲାଗୁ ହେବା ପରେ ଘରେ ଘରେ ଚାଉଳ ମହଜୁଦ ଅଛି’
- ‘ଶୁଖିଲା ଖାଦ୍ୟ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛି’
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।