Odisha CM Mohan Majhi on two-day Delhi visit ahead of VP election
#ଦିଲ୍ଲୀ_ଗଲେ_ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲି ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦୁଇଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି ସିଏମ୍ । ପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବି ଦିଲ୍ଲୀରେ ଅଛନ୍ତି ।

Disclaimer: This content has been automatically aggregated from televison for informational purposes. To read the original article, please visit televison.
Home