Nuakhai meet‑and‑greet in Rourkela brings community together with Sambalpuri culture
ନୂଆଁଖାଇ ସରିବା ପରେ ଏବେ ସବୁଠି ନୂଆଁଖାଇ ଭେଟଘାଟ ଆସର ଜମୁଛି। ରାଉରକେଲା ସହରରେ ମଧ୍ୟ ଏବେ ପ୍ରାୟ ପ୍ରତିଦିନ ଏମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ତେବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତି ମଧ୍ୟ ଏନେଇ ଏକ ବିରାଟ ଆୟୋଜନ କରିଥିଲେ।

Disclaimer: This content has been automatically aggregated from televison for informational purposes. To read the original article, please visit televison.
Home