Nuakhai begins with Nabanna offering at Maa Samaleswari in Sambalpur
#ନୂଆଁଖାଇ_ଜୁହାର ନୂଆଁଖାଇ ପାଇଁ ଉଠୁଛି ପଡୁଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ କୃଷି ଭିତ୍ତିକ ଏ ଗଣପର୍ବରେ ମସଗୁଲ ଲୋକେ। ଆଜି ପ୍ରଥମେ ସମ୍ବଲପୁରରେ ମାଆ ସମଲେଶ୍ବରଙ୍କ ନିକଟରେ ନବାନ୍ନ ଲାଗି ପରେ ନୂଆ ଖାଇଛନ୍ତି ସମ୍ବଲପୁରବାସୀ।

Disclaimer: This content has been automatically aggregated from televison for informational purposes. To read the original article, please visit televison.
Home