No One Will Remain Landless in Odisha: Minister

ରାଜ୍ୟରେ କେହିଁ ରହିବେନି ଭୂମିହୀନ । ଭୂମିହୀନଙ୍କୁ ଖୋଜିବେ ତହସିଲଦାର । ଘରକୁ ଘର ଯାଇ ସେବା ଯୋଗାଇବ ରାଜସ୍ୱ ବିଭାଗ । ଭୂମିହୀନଙ୍କୁ ଖୋଜି ପଟ୍ଟା ଦେବେ ତହସିଲଦାର । ନବରଙ୍ଗପୁରରେ ବଡ଼ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । #Odi

25 August 2025 12:30 AM IST

ରାଜ୍ୟରେ କେହିଁ ରହିବେନି ଭୂମିହୀନ । ଭୂମିହୀନଙ୍କୁ ଖୋଜିବେ ତହସିଲଦାର । ଘରକୁ ଘର ଯାଇ ସେବା ଯୋଗାଇବ ରାଜସ୍ୱ ବିଭାଗ । ଭୂମିହୀନଙ୍କୁ ଖୋଜି ପଟ୍ଟା ଦେବେ ତହସିଲଦାର । ନବରଙ୍ଗପୁରରେ ବଡ଼ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । #Odi

Disclaimer: This content has been automatically aggregated from televison for informational purposes. To read the original article, please visit televison.