BLA attack : ବେଲୁଚିସ୍ତାନରେ BLAର ବଡ଼ ଧରଣର ଆକ୍ରମଣ, ୪୫ ପାକ୍ ସୈନିକ ନିହତ !

Jul 17, 2026 - 08:22
BLA attack : ବେଲୁଚିସ୍ତାନରେ BLAର ବଡ଼ ଧରଣର ଆକ୍ରମଣ, ୪୫ ପାକ୍ ସୈନିକ ନିହତ !
ନୂଆଦିଲ୍ଲୀ, ୧୭/୦୭ : ବେଲୁଚିସ୍ତାନରେ BLAର ବଡ଼ ଧରଣର ଆକ୍ରମଣ। ମସ୍ତୁଙ୍ଗରେ ପାକ୍ ସେନାକୁ ଟାର୍ଗେଟ୍ କରି ବେଲୁଚ ଲିବରେସନ ଆର୍ମି ଆଟାକ୍ କରିଛି। ଏଥିରେ ୪୫ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ଦାବି କରାଯାଇଛି। ଆହୁରି ଅନେକ ଆହତ ହୋଇଥିବା ସୂଚନା ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।