18 JULY 2026

Welcome!

Unlock your personalized experience.
Sign Up

ଜଙ୍ଗଲରୁ ନାବାଳକର ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

Jul 17, 2026 - 18:31
ଜଙ୍ଗଲରୁ ନାବାଳକର ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ଭୁବନେଶ୍ବର,୧୭/୭ :  ଜଙ୍ଗଲରୁ ନାବାଳକର ମୃତଦେହ ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯୋଡ଼ା ଖୁଣ୍ଟପାଣି ପାହାଡ଼ରେ । ଉକ୍ତ ପାହାଡ଼ରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ କମାରଯୋଡ଼ା ତାରିଣୀ ଛକ ଅଞ୍ଚଳର କ୍ରିଷ୍ଣା କାଳନ୍ଦୀ ବୋଲି ଜଣାପଡ଼ିଛି । ସେ ବୁଧବାରଠାରୁ ନିଖୋଜ ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ସନ୍ଦେହ ବୋଲି କୁହାଯାଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।